ಅರ್ಥ : ବାଦୀ ତଥା ପ୍ରତିବାଦୀଙ୍କ କଥା ଏବଂ ତର୍କ ଶୁଣି ସେମାନଙ୍କ ଠିକ୍ ହେବା ବା ନହେବା ସମ୍ବନ୍ଧରେ ନ୍ୟାୟାଳୟ ଦ୍ୱାରା ମତ ସ୍ଥିର କରିବା ପ୍ରକ୍ରିୟା
ಉದಾಹರಣೆ :
ବହୁତ ଦିନରୁ ଚାଲିଥିବା ମକଦମାର ଫଇସଲା କାଲି ହେବ
ಇತರ ಭಾಷೆಗಳಿಗೆ ಅನುವಾದ :
(law) the determination by a court of competent jurisdiction on matters submitted to it.
judgement, judgment, judicial decisionಅರ್ಥ : କୌଣସି ବ୍ୟବହାର ବା ମୋକଦ୍ଦମାରେ ଦୋଷୀ ଓ ନିର୍ଦ୍ଦୋଷୀ ବା ଅଧିକାରୀ ଓ ଅନଧିକାରୀଆଦିର ବିଚାର ପୂର୍ବକ ନିର୍ଦ୍ଧାରଣ
ಉದಾಹರಣೆ :
ଆଧୁନିକ ଯୁଗରେ ନ୍ୟାୟ ମଧ୍ୟ ବିକ୍ରି ହୁଏ ନ୍ୟାୟାଳୟର ନ୍ୟାୟ ଉପରେ ମଧ୍ୟ ବିଶ୍ୱାସ ନାହିଁ
ಇತರ ಭಾಷೆಗಳಿಗೆ ಅನುವಾದ :