ಅರ್ಥ : ପୁସ୍ତକଆଦିରେ ଲେଖାଯାଇଥିବା ବିଷୟ ବସ୍ତୁ କିମ୍ବା ବିଷୟ ଦେଖିବା ବା ପଢ଼ିବାର କ୍ରିୟା
ಉದಾಹರಣೆ :
ରାମ ବେଦ ପଠନ କରୁଛି
ಇತರ ಭಾಷೆಗಳಿಗೆ ಅನುವಾದ :
The cognitive process of understanding a written linguistic message.
His main reading was detective stories.ಅರ್ಥ : କୌଣସି ବିଷୟର ସମସ୍ତ ପାଠ ବା ଗୂଢ଼ ତତ୍ତ୍ୱର ଜ୍ଞାନ ପାଇବାପାଇଁ ତାହାକୁ ଦେଖିବା, ବୁଝିବା ବା ପଢ଼ିବାର କ୍ରିୟା
ಉದಾಹರಣೆ :
ସେ ସଂସ୍କୃତ ଅଧ୍ୟୟନ କରିବା ନିମନ୍ତେ କାଶୀ ଯାଇଛି
ಸಮಾನಾರ್ಥಕ : ଅଧ୍ୟୟନ, ଜ୍ଞାନାର୍ଜନ, ପଠନ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଶିକ୍ଷା ବା ଜ୍ଞାନ ପ୍ରାପ୍ତ କରିବାପାଇଁ ଗ୍ରନ୍ଥ ଆଦିକୁ ବାରମ୍ବାର ଦେଖିବା
ಉದಾಹರಣೆ :
ପରୀକ୍ଷା ପୂର୍ବରୁ ସେ ସବୁ ବିଷୟକୁ ଭଲ ଭାବରେ ପଢ଼ିଲା
ಸಮಾನಾರ್ಥಕ : ଅଧ୍ୟୟନ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
शिक्षा या ज्ञान प्राप्त करने के लिए ग्रंथ आदि कई बार देखना।
परीक्षा से पूर्व उसने हर विषय को अच्छी तरह पढ़ा।Learn by reading books.
He is studying geology in his room.ಅರ್ಥ : କାହାକୁ ଶୁଣାଇବାପାଇଁ ଏମିତିକି ସ୍ମରଣଶକ୍ତିରୁ ବା ପୁସ୍ତକ ଆଦିରୁ ମନ୍ତ୍ର, କବିତା ଆଦି କହିବା
ಉದಾಹರಣೆ :
ଜାନକୀ ସ୍ୱାମିଜୀଙ୍କ ସାମନାରେ ଆଦି ଶଙ୍କରାଚାର୍ୟଙ୍କ ଭଜଗୋବିନ୍ଦମ୍ ପଢ଼ିଲା
ಇತರ ಭಾಷೆಗಳಿಗೆ ಅನುವಾದ :
किसी को सुनाने के लिए या ऐसे ही स्मरणशक्ति से या पुस्तक आदि से मंत्र, कविता आदि कहना।
जाह्नवी ने आदि शंकराचार्य का भजगोविन्दम् स्वामीजी के सामने पढ़ा।ಅರ್ಥ : ଶିକ୍ଷା ଗ୍ରହଣ କରିବା
ಉದಾಹರಣೆ :
ବିବାହ ପରେ ବି ଶିଲା ପଢ଼ୁଛି
ಸಮಾನಾರ್ಥಕ : ପାଠ ପଢ଼ିବା, ଶିକ୍ଷାଗ୍ରହଣ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
Educate in or as if in a school.
The children are schooled at great cost to their parents in private institutions.ಅರ್ಥ : ଅଙ୍କିତ, ମୁଦ୍ରିତ ବା ଲିଖିତ ଚିହ୍ନ, ବର୍ଣ୍ଣ ଆଦିକୁ ଦେଖିବା କ୍ଷଣି ମନରେ ତାର ଅଭିପ୍ରାୟ, ଅର୍ଥ ଆଦି ଜାଣିବା ବା ବୁଝିବା
ಉದಾಹರಣೆ :
ଆମେ ଯାତ୍ରା କରିବା ସମୟରେ ପତ୍ର ପତ୍ରିକା ପଢ଼ୁ
ಇತರ ಭಾಷೆಗಳಿಗೆ ಅನುವಾದ :
अंकित, मुद्रित या लिखित चिह्नों, वर्णों आदि को देखते हुए मन-ही-मन उनका अभिप्राय, अर्थ या आशय जानना और समझना।
हम यात्रा करते समय पत्र-पत्रिकाएँ पढ़ते हैं।Interpret something that is written or printed.
Read the advertisement.ಅರ್ಥ : ଲେଖାହୋଇଥିବା ଶବ୍ଦକୁ ଉଚ୍ଚାରଣ କରିବା
ಉದಾಹರಣೆ :
ମୋହିତ ନିଜ ବାପାଙ୍କ ଚିଠି ପଢ଼ୁଅଛି
ಸಮಾನಾರ್ಥಕ : ଉଚ୍ଚାରଣ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
Interpret something that is written or printed.
Read the advertisement.