ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଲମ୍ବା ଚଉଡ଼ା ସମତଳ ଭୂମି
ಉದಾಹರಣೆ : ପିଲାମାନେ ପଡ଼ିଆରେ ଖେଳୁଛନ୍ତି
ಸಮಾನಾರ್ಥಕ : ପ୍ରାନ୍ତର
ಅರ್ಥ : ଯେଉଁ ପଡ଼ିଆ ଜମି ଗତ ବର୍ଷ ରବି ଫସଲ ବୁଣା ହେବା ପୂର୍ବରୁ ଚାଷ କରାଯାଇଥିଲା
ಉದಾಹರಣೆ : କୃଷକ ପଡ଼ିଆରେ ଉଠିଥିବା ଛୋଟଛୋଟ ଗଛକୁ କାଟୁଛି
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
वह परती भूमि जो गतवर्ष रबी की फसल बोने के पूर्व जोती गई हो।
ಅರ್ಥ : ପଡ଼ିଆର ବା ପଡ଼ିଆ ସମ୍ବନ୍ଧୀୟ
ಉದಾಹರಣೆ : ମୁଁ ଭାରତର ସମତଳ ଅଞ୍ଚଳର ବାସିନ୍ଦା
ಸಮಾನಾರ್ಥಕ : ସମତଳ
मैदान का या मैदान संबंधी।
ಅರ್ಥ : ଚାଷ କରାଯାଇ ନ ଥିବା ଜମି
ಉದಾಹರಣೆ : ବର୍ଷା ଅଭାବରୁ ଏ ବର୍ଷ ଜମି ପଡ଼ିଆ ପଡ଼ିଛି
ಸಮಾನಾರ್ಥಕ : ଅକର୍ଷିତ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
जिसमें खेती न की गई हो।
(of land or fields) not prepared for raising crops.
ಅರ್ಥ : ଯେ ଦୁଧ ଦେଉ ନାହିଁ
ಉದಾಹರಣೆ : ରାମ ପଡ଼ିଆ ମଇଁଷି ବିକି ଗୋଟିଏ ଦୁଧିଆଳୀ ମଇଁଷି କିଣିଲା
ಸಮಾನಾರ್ಥಕ : ନିରସ, ଶୁଖିଲା, ଶୁଷ୍କ
जो दूध न देती हो।
ಸ್ಥಾಪನೆ