ಅರ್ಥ : ଯେ ପ୍ରଯତ୍ନ ବା ଚେଷ୍ଟାରେ ଲାଗିରହିଛି ବା ପ୍ରୟାସ କରିବାବାଲା
ಉದಾಹರಣೆ :
ଉଦ୍ୟମୀ ବ୍ୟକ୍ତିପାଇଁ କିଛି ଅସମ୍ଭବ ନୁହେଁ
ಸಮಾನಾರ್ಥಕ : ଉଦ୍ୟମୀ, ଉଦ୍ୟୋଗୀ, ପ୍ରଯତ୍ନଶୀଳ, ପ୍ରୟାସୀ
ಇತರ ಭಾಷೆಗಳಿಗೆ ಅನುವಾದ :
Willing to take risks in order to make a profit.
entrepreneurial