ಅರ್ಥ : ଯେଉଁ ମାନବ ନିର୍ମିତ ସ୍ଥାନରେ ଲୋକମାନେ ବସି କିଛି ଦେଖନ୍ତି ଓ ଶୁଣନ୍ତି
ಉದಾಹರಣೆ :
ପ୍ରେକ୍ଷାଳୟରେ ଗୁରୁଜୀଙ୍କ ବ୍ୟାଖ୍ୟାନ ଚାଲୁଛି
ಸಮಾನಾರ್ಥಕ : ପ୍ରେକ୍ଷାଗୃହ
ಇತರ ಭಾಷೆಗಳಿಗೆ ಅನುವಾದ :
मानव निर्मित वह स्थान जहाँ बैठकर लोग कुछ देखते-सुनते हैं।
प्रेक्षागृह में गुरुजी का व्याख्यान चल रहा है।The area of a theater or concert hall where the audience sits.
auditoriumಅರ್ಥ : ଯେଉଁ ଗୃହରେ ସିନେମାଦେଖା ହୁଏ
ಉದಾಹರಣೆ :
ଏ ସହରରେ ସାତଟି ସିନେମାହଲ୍ ଅଛି
ಸಮಾನಾರ್ಥಕ : ଚଳଚିତ୍ରାଳୟ, ଟକିଜ୍, ସିନେମାଘର, ସିନେମାହଲ୍
ಇತರ ಭಾಷೆಗಳಿಗೆ ಅನುವಾದ :
वह भवन जिसमें सिनेमा दिखाया जाता है।
इस शहर में सात सिनेमाघर हैं।