ಅರ್ಥ : ଯାହା ଚାଲୁଛି ବା ଯାହାର ଆରମ୍ଭ ହୋଇଛି ବା କରାଯାଇଛି
ಉದಾಹರಣೆ :
କେତେକ ଅସୁବିଧାଯୋଗୁଁ ଆରମ୍ଭ ହୋଇଥିବା କାମ ମଝିରୁ ହିଁ ରୋକିବାକୁ ପଡ଼ିଲା
ಸಮಾನಾರ್ಥಕ : ଆରମ୍ଭ ହୋଇଥିବା, ଆରମ୍ଭିକ
ಇತರ ಭಾಷೆಗಳಿಗೆ ಅನುವಾದ :
जो चल रहा हो या जिसकी शुरुवात हुई हो या की गई हो।
कुछ बाधाओं के कारण शुरू काम को बीच में ही रोकना पड़ा।ಅರ್ಥ : କୌଣସି ସମୟ ବା ଘଟଣାଆଦିର ଆରମ୍ଭ ସମୟ ବା ଆରମ୍ଭର ବା ପ୍ରଥମର
ಉದಾಹರಣೆ :
ସେ ଅନୁଷ୍ଠାନର ପ୍ରାରମ୍ଭିକ ପ୍ରସ୍ତୁତିରେ ଲାଗିଛି ଏ ପରିଯୋଜନାଟି ଏବେ ପ୍ରାରମ୍ଭିକ ଅବସ୍ଥାରେ ରହିଛି
ಸಮಾನಾರ್ಥಕ : ଅଦ୍ୟ, ଆଦ୍ୟ, ଆରମ୍ଭ, ପ୍ରାଥମିକ
ಇತರ ಭಾಷೆಗಳಿಗೆ ಅನುವಾದ :
First or beginning.
The memorable opening bars of Beethoven's Fifth.