ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : କୌଣସି କାର୍ଯ୍ୟ, ଘଟଣା, ବ୍ୟାପାରଆଦିର ପ୍ରଥମ ଅଂଶ ବା ଭାଗ
ಉದಾಹರಣೆ : ଆରମ୍ଭ ଠିକ୍ ହେଲେ ଶେଷ ବି ଠିକ୍ ହେବ ଏବେ ଆମେ ଏହି କାମକୁ ନୂଆ ଭାବେ ଆରମ୍ଭ କରିବୁ
ಸಮಾನಾರ್ಥಕ : ଅୟମାରମ୍ଭ, ଆଦି, ଆରମ୍ଭ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
किसी कार्य, घटना, व्यापार आदि का पहले वाला अंश या भाग।
An event that is a beginning. A first part or stage of subsequent events.
ಅರ್ಥ : କୌଣସି କାମ, କଥାଆଦି ଆରମ୍ଭ ହେବା ବା କରିବା କ୍ରିୟା
ಉದಾಹರಣೆ : ଆସନ୍ତୁ ଏହି ନୂଆକାର୍ଯ୍ୟକୁ ଆରମ୍ଭ କରିବା
ಸಮಾನಾರ್ಥಕ : ଆରମ୍ଭ, ଶ୍ରୀଗଣେଶ
कोई कार्य, बात आदि शुरू होने या करने की क्रिया।
The beginning of anything.
ಸ್ಥಾಪನೆ