ಅರ್ಥ : କୌଣସି ପ୍ରକାରେ ନିଜ ଅଧିକାରକୁ ଆସିବା
ಉದಾಹರಣೆ :
ମୋତେ ରାମଠାରୁ ଶହେ ଟଙ୍କା ମିଳିଲାରାମ ପାଖରୁ ଶହେ ଟଂକା ମୋ ପାଖକୁ ଆସିଲା
ಸಮಾನಾರ್ಥಕ : ଆସିବା, କରଗତ କରିବା, ପାଇବା, ପ୍ରାପ୍ତ ହେବା, ମିଳିବା
ಇತರ ಭಾಷೆಗಳಿಗೆ ಅನುವಾದ :
किसी प्रकार अपने अधिकार में या हाथ में आना।
मुझे राम से सौ रुपए प्राप्त हुए।ಅರ್ಥ : କାହାପାଖରୁ ବା କେଉଁଠାରୁ କୌଣସି ବସ୍ତୁ ନିଜ ହାତକୁ ନେବା ବା ଅଧିକାର କରିବା
ಉದಾಹರಣೆ :
ସେ ଅଧ୍ୟକ୍ଷକଙ୍କ ହାତରୁ ପୁରସ୍କାର ନେଲା
ಸಮಾನಾರ್ಥಕ : ଗ୍ରହଣ କରିବା, ନେବା, ପାଇବା
ಇತರ ಭಾಷೆಗಳಿಗೆ ಅನುವಾದ :
किसी से या कहीं से कोई वस्तु आदि अपने हाथ में लेना।
उसने अध्यक्ष के हाथों पुरस्कार लिया।ಅರ್ಥ : ତୁଳନା କରି ପାରିବା
ಉದಾಹರಣೆ :
ତୁମେ ତୁମ ବଡ଼ ଭାଇଙ୍କ ପାଣ୍ଡିତ୍ୟର କେବେ ପ୍ରାପ୍ତ କରିପାରିବ ନାହିଁ
ಸಮಾನಾರ್ಥಕ : ପାଇବା
ಇತರ ಭಾಷೆಗಳಿಗೆ ಅನುವಾದ :