ಅರ್ಥ : ସବୁବେଳେ ପ୍ରସନ୍ନ ରହୁଥିବା ଏବଂ ହସି ହସାଉଥିବା ଏବଂ ସଦାଚଞ୍ଚଳ ଥିବା ବ୍ୟକ୍ତି
ಉದಾಹರಣೆ :
ଖୁସିବାସିଆ ବ୍ୟକ୍ତିର ଜୀବନ ଆନନ୍ଦମୟ ହୋଇଥାଏ
ಸಮಾನಾರ್ಥಕ : ଖୁସିବାସିଆ, ହସକୁରା, ହସଖୁସିଆ
ಇತರ ಭಾಷೆಗಳಿಗೆ ಅನುವಾದ :
सदा प्रसन्न रहने और हँसने-हँसानेवाला और सक्रिय।
ज़िंदादिल व्यक्ति का जीवन खुशियों से भरा होता है।ಅರ್ಥ : ଯାହାର ଚିତ୍ତ ପ୍ରସନ୍ନ
ಉದಾಹರಣೆ :
ପ୍ରସନ୍ନଚିତ୍ତ ବ୍ୟକ୍ତି ଯେକୌଣସି କାମ ପ୍ରସନ୍ନତା ପୂର୍ବକ କରେ
ಸಮಾನಾರ್ಥಕ : ଆମୋଦୀ, ପ୍ରସନ୍ନମନା, ସଦାନନ୍ଦ
ಇತರ ಭಾಷೆಗಳಿಗೆ ಅನುವಾದ :
जिसका चित्त प्रसन्न हो।
प्रसन्नचित्त व्यक्ति कोई भी कार्य प्रसन्नतापूर्वक करता है।