ಅರ್ಥ : ଗୋଟିଏ ପରେ ଗୋଟିଏ ଘଟୁଥିବା ଘଟଣା ବା ଲଗାତାରଭାବେ ବିଚାରଆଦିର ପ୍ରଭାବଶାଳୀ କ୍ରମ
ಉದಾಹರಣೆ :
ଏହି ଲେଖାରେ ଲେଖକଙ୍କ ବିଚାରଶକ୍ତିର ପ୍ରବାହ ରହିଛି କାବ୍ୟଗୋଷ୍ଠୀରେ କବିତାଗୁଡ଼ିକର ଧାରା ଶ୍ରୋତାମାନଙ୍କୁ ବାନ୍ଧିରଖିଥିଲା
ಸಮಾನಾರ್ಥಕ : ଧାରା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ପ୍ରବାହିତ ହେଉଥିବା ବା ପ୍ରବାହିତ ତରଳ ପଦାର୍ଥ
ಉದಾಹರಣೆ :
ନଦୀର ଧାରାକୁ ରୋକି ବନ୍ଧ ବନ୍ଧାଯାଏ
ಸಮಾನಾರ್ಥಕ : ଧାରା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯାହା ପ୍ରଚୁର ପରିମାଣରେ ବା ବହୁମାତ୍ରାରେ ଅଚାନକ ବା ପ୍ରଚଣ୍ଡ ରୂପରେ ବାହାରି ଆସେ
ಉದಾಹರಣೆ :
ତା ମୁହଁରୁ ବାହାରୁଥିବା ଭର୍ତ୍ସନାର ସ୍ରୋତ ବନ୍ଦ ହେଉନାହିଁ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ବହିବାର କ୍ରିୟା ବା ଭାବ
ಉದಾಹರಣೆ :
ସେ ପାଣି ପ୍ରବାହରେ ଭାସି ଗଲା ବର୍ଷା ଦିନରେ ନଦୀମାନଙ୍କର ପ୍ରବାହ ବଢ଼ିଯାଏ
ಇತರ ಭಾಷೆಗಳಿಗೆ ಅನುವಾದ :