ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ପ୍ରଫୁଲ୍ଲ ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ପ୍ରଫୁଲ୍ଲ   ବିଶେଷ୍ୟ

ಅರ್ಥ : ପ୍ରସନ୍ନ ବା ଖୁସୀ କରିବାର କାମ

ಉದಾಹರಣೆ : ଉଚ୍ଚ ଅଧିକାରୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ଧନ ଆବଶ୍ୟକ

ಸಮಾನಾರ್ಥಕ : ପ୍ରସନ, ସନ୍ତୁଷ୍ଟ


ಇತರ ಭಾಷೆಗಳಿಗೆ ಅನುವಾದ :

प्रसन्न या खुश करने की क्रिया।

उच्च अधिकारियों के अवन के लिए धन आवश्यक है।
अवन, प्रसन्न करना

ಅರ್ಥ : ପ୍ରସନ୍ନ ଓ ନିଶ୍ଚିନ୍ତ ରହିବାର ଅବସ୍ଥା ବା ଭାବ

ಉದಾಹರಣೆ : ସେ ମଉଜରେ ଗାଇ ଗାଇ ଯାଉଥିଲା୤

ಸಮಾನಾರ್ಥಕ : ଖୁସି, ମଉଜ


ಇತರ ಭಾಷೆಗಳಿಗೆ ಅನುವಾದ :

प्रसन्न और निश्चिंत रहने की अवस्था या भाव।

वह मस्ती में गाते हुए जा रहा है।
मस्ती

Feeling jolly and jovial and full of good humor.

jolliness, jollity, joviality

ପ୍ରଫୁଲ୍ଲ   ବିଶେଷଣ

ಅರ್ಥ : ଯିଏ ପ୍ରସନ୍ନ ହୋଇଛି

ಉದಾಹರಣೆ : ପଦୋନ୍ନତିର ଖବର ଶୁଣାଇବା ନିମନ୍ତେ ମନୋଜ ପ୍ରସନ୍ନ ମନରେ ଘରେ ପହଁଚିଲା ଚିଡ଼ିଆଖାନା ଭ୍ରମଣ ପରେ ପିଲାମାନେ ଖୁସି ହେଲେ

ಸಮಾನಾರ್ಥಕ : ଆନନ୍ଦିତ, ଆମୋଦିତ, ଆହ୍ଲାଦିତ, ଉଲ୍ଲସିତ, ଖୁସି, ପୁଲକିତ, ପ୍ରଫୁଲ୍ଲିତ, ପ୍ରମୋଦିତ, ପ୍ରସନ୍ନ, ବିନୋଦିତ, ହର୍ଷିତ


ಇತರ ಭಾಷೆಗಳಿಗೆ ಅನುವಾದ :

Full of high-spirited delight.

A joyful heart.
elated, gleeful, joyful, jubilant