ಅರ್ಥ : କୈଣସି ସମାଜ ବା ଗୋଷ୍ଠୀର ମୁଖିଆ ଯେ ପ୍ରାୟତଃ ବିବାଦ ଆଦି ସମାଧାନ କରନ୍ତି ଏବଂ ଲୋକମାନଙ୍କୁ ପରାମର୍ଶ ଆଦି ଦିଅନ୍ତି
ಉದಾಹರಣೆ :
ଆଜି ମଧ୍ୟ କେତେକ ଆଦିବାସୀ ଜାତି ମଧ୍ୟରେ ଚୌଧୁରୀ ହିଁ ନିଷ୍ପତ୍ତି କରନ୍ତି
ಇತರ ಭಾಷೆಗಳಿಗೆ ಅನುವಾದ :
किसी विशेष समाज या बिरादरी का प्रधान जो प्रायः विवाद आदि हल करता और लोगों को सलाह आदि देता है।
आज भी कुछ आदिवासी जातियों में फैसले चौधरी ही करता है।ಅರ್ಥ : କୌଣସି ସଙ୍ଗଠନର ସର୍ବଶ୍ରେଷ୍ଠ ନେତା ବା ପ୍ରଧାନ ବ୍ୟକ୍ତି
ಉದಾಹರಣೆ :
ତେଲେଙ୍ଗାନା ଅଞ୍ଚଳର ସମସ୍ତ ମନ୍ତ୍ରୀ କଂଗ୍ରେସ୍ ମୁଖ୍ୟଙ୍କୁ ପୃଥକ ତେଲେଙ୍ଗାନା ରାଜ୍ୟ ପାଇଁ ଦାବିକଲେ
ಇತರ ಭಾಷೆಗಳಿಗೆ ಅನುವಾದ :
The highest leaders in an organization (e.g. the commander-in-chief and senior officers of the military).
high command, supreme headquartersಅರ್ಥ : ସବୁଥିରେ ପ୍ରଧାନ ବା ମୁଖ୍ୟ ବିଚାର କରାଯାଉଥିବା ବ୍ୟକ୍ତି
ಉದಾಹರಣೆ :
ମୋହନ ଏହି ସଙ୍ଗଠନର ପ୍ରଧାନବ୍ୟକ୍ତି
ಸಮಾನಾರ್ಥಕ : ନେତା, ପ୍ରଧାନ ବ୍ୟକ୍ତି, ମୁଖିଆ, ସରଦାର
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯାହାକୁ ସବୁଠୁଁ ଅଧିକ ମହତ୍ତ୍ୱ ଦିଆଯାଏ
ಉದಾಹರಣೆ :
ମୁଖ୍ୟ ତରଙ୍ଗ ଗୌଣ ତରଙ୍ଗଠାରୁ ଅଧିକ ବେଗରେ ଗତି କରେ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯାହା ଆବଶ୍ୟକ ହୁଏ
ಉದಾಹರಣೆ :
ଆମ ଶରୀର ପାଞ୍ଚୋଟି ମୁଖ୍ୟ ତତ୍ତ୍ୱରେ ଗଠିତ ହୋଇଛି
ಸಮಾನಾರ್ಥಕ : ପ୍ରମୁଖ, ମୁଖ୍ୟ, ମୂଳ
ಇತರ ಭಾಷೆಗಳಿಗೆ ಅನುವಾದ :
Serving as an essential component.
A cardinal rule.ಅರ್ಥ : ଯାହା ବାକ୍ୟ ରଚନା ଦୃଷ୍ଟିରୁ ସମ୍ପୂର୍ଣ୍ଣ ଓ ଯେଉଁଥିରେ ଅତିକମରେ ଗୋଟିଏ କର୍ତ୍ତା ଓ ଗୋଟିଏ କ୍ରିୟା ଥାଏ
ಉದಾಹರಣೆ :
ମିଶ୍ରିତ ବାକ୍ୟରେ ଗୋଟିଏ ମୁଖ୍ୟ ଉପବାକ୍ୟ ଥାଏ
ಸಮಾನಾರ್ಥಕ : ମୁଖ୍ୟ
ಇತರ ಭಾಷೆಗಳಿಗೆ ಅನುವಾದ :
(of a clause) capable of standing syntactically alone as a complete sentence.
The main (or independent) clause in a complex sentence has at least a subject and a verb.