ಅರ್ಥ : କାର୍ଯ୍ୟଗୁଡ଼ିକର ଶୃଙ୍ଖଳାମଧ୍ୟରୁ ପ୍ରଥମଟି
ಉದಾಹರಣೆ :
ସାତ ମ୍ୟାଚବିଶିଷ୍ଟ ଏହି ଶୃଙ୍ଖଳାମଧ୍ୟରୁ ଆମେ ପ୍ରଥମରେ ହିଁ ହାରିଗଲୁ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ସମୟ ବା କ୍ରମ ଦୃଷ୍ଟିରୁ ଯାହା ପୂର୍ବର
ಉದಾಹರಣೆ :
ପୂର୍ବ ଭାରତ ଓ ଆଜିର ଭାରତ ମଧ୍ୟରେ ଅନେକ ତଫାତ୍ ଅଛି ମୋର ପୂର୍ବ ଘର ବଡ଼ ଥିଲା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଗଣତିରେ ସବୁଠାରୁ ପ୍ରଥମେ ଆସୁଥିବା
ಉದಾಹರಣೆ :
ଜବାହରଲାଲ ନେହେରୁ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଥିଲେ
ಸಮಾನಾರ್ಥಕ : ୧ନଂ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ପ୍ରଥମ ଥର
ಉದಾಹರಣೆ :
ମେଳାରେ ରାମ ସହିତ ମୋର ପ୍ରଥମଥରପାଇଁ ଦେଖାହେଲା
ಸಮಾನಾರ್ಥಕ : ପହିଲିଥର, ପହିଲେ, ପ୍ରଥମଥର, ପ୍ରଥମେ, ସର୍ବପ୍ରଥମ
ಇತರ ಭಾಷೆಗಳಿಗೆ ಅನುವಾದ :
पहली बार।
मैं राम से पहले पहल मेले में मिला।