ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ପ୍ରତ୍ୟାଶୀ ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ପ୍ରତ୍ୟାଶୀ   ବିଶେଷ୍ୟ

ಅರ್ಥ : କୌଣସି ପଦରେ ନିର୍ବାଚନପାଇଁ ଠିଆ ହେବାବାଲା ବ୍ୟକ୍ତି

ಉದಾಹರಣೆ : ଏଠାରୁ କଂଗ୍ରେସ ପ୍ରାର୍ଥୀର ବିଜୟ ହୋଇଅଛି

ಸಮಾನಾರ್ಥಕ : ପ୍ରାର୍ଥୀ


ಇತರ ಭಾಷೆಗಳಿಗೆ ಅನುವಾದ :

किसी पद पर चुने जाने के लिए खड़े होनेवाला व्यक्ति।

यहाँ से काँग्रेस प्रत्याशी की जीत हुई।
अभ्यर्थी, उम्मीदवार, उम्मेदवार, प्रत्याशी

Someone who is considered for something (for an office or prize or honor etc.).

candidate, prospect

ପ୍ରତ୍ୟାଶୀ   ବିଶେଷଣ

ಅರ್ಥ : ଯେ ଆଶା କରନ୍ତି

ಉದಾಹರಣೆ : ପ୍ରତ୍ୟାଶୀ ବ୍ୟକ୍ତି କେବେବି ନିରାଶ ହୁଅନ୍ତି ନାହିଁ

ಸಮಾನಾರ್ಥಕ : ଆଶାବାଦୀ


ಇತರ ಭಾಷೆಗಳಿಗೆ ಅನುವಾದ :

आशा या उम्मीद रखनेवाला।

प्रत्याशी व्यक्ति कभी भी निराश नहीं होगा।
उम्मीदवार, उम्मेदवार, प्रत्याशी

In anticipation.

anticipatory, prevenient

ಅರ್ಥ : ଯାହାକୁ ଅପେକ୍ଷା ହୋଇଛି

ಉದಾಹರಣೆ : ମୁଁ କାହାର ପ୍ରତ୍ୟାଶୀ ନାହିଁ, ଯାହା ବି କରିବି ନିଜ ବଳରେ କରିବି

ಸಮಾನಾರ್ಥಕ : ପ୍ରତୀକ୍ଷିତ, ପ୍ରତ୍ୟାଶିତ


ಇತರ ಭಾಷೆಗಳಿಗೆ ಅನುವಾದ :

जिसे अपेक्षा हो।

मैं किसी का मोहताज नहीं हूँ, जो भी करूँगा अपने बल पर करूँगा।
अपेक्षक, अपेक्षी, मुहताज, मोहताज