ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ପ୍ରତ୍ୟାର୍ପଣ ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ପ୍ରତ୍ୟାର୍ପଣ   ବିଶେଷ୍ୟ

ಅರ್ಥ : ବିଶେଷକରି ସେହି ବସ୍ତୁ ଆଦିକୁ ଅର୍ପଣ କରି ବା ଦେଇ ଅଧୀନ କରିବାର କ୍ରିୟା

ಉದಾಹರಣೆ : ପାକିସ୍ଥାନ କସାବକୁ ପ୍ରତ୍ୟାର୍ପଣରେ ମାଗୁଛି

ಅರ್ಥ : କୌଣସି ଦେଶ ବା ରାଜ୍ୟଦ୍ବାରା ଅନ୍ୟ ଦେଶର ଅପରାଧୀ, ବନ୍ଦୀ ବା ପଳାତକକୁ ଧରି ସେହି ଦେଶ ବା ରାଜ୍ୟକୁ ଫେରାଇ ଦେବାର କ୍ରିୟା

ಉದಾಹರಣೆ : ପାକିସ୍ଥାନ ବ୍ରିଟେନକୁ ମୁଶାରଫଙ୍କ ପ୍ରତ୍ୟାର୍ପଣ ନେଇ ଦାବୀ କରୁଛି


ಇತರ ಭಾಷೆಗಳಿಗೆ ಅನುವಾದ :

किसी देश या राज्य के द्वारा अपने यहाँ आए दूसरे देश के अपराधी, कैदी या भगोड़े को पकड़कर उस देश या राज्य को लौटाने की क्रिया।

पाकिस्तान ब्रिटेन से मुशर्रफ के प्रत्यर्पण की माँग कर रहा है।
प्रत्यर्पण

The surrender of an accused or convicted person by one state or country to another (usually under the provisions of a statute or treaty).

extradition