ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : କୌଣସି ବସ୍ତୁ, କଥା ଆଦି ସ୍ୱୀକାର ନ କରିବାର ପ୍ରକ୍ରିୟା
ಉದಾಹರಣೆ : ଆପଣ ମୋର ଅନୁରୋଧକୁ ଅସ୍ୱୀକାର କରନ୍ତୁ ନାହିଁ
ಸಮಾನಾರ್ಥಕ : ଅମଙ୍ଗ, ଅସମ୍ମତି, ଅସ୍ୱୀକାର, ଅସ୍ୱୀକୃତି, ନାମଞ୍ଜୁର
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
किसी वस्तु, बात आदि को स्वीकार न करने की क्रिया।
The act of refusing.
ಅರ್ಥ : ନିଜ ସମ୍ମୁଖକୁ ଆସିଥିବା ପ୍ରାର୍ଥନା, ଉକ୍ତି ଆଦିର ଅସ୍ୱୀକୃତି ବା ନାମଞ୍ଜୁରୀ
ಉದಾಹರಣೆ : ରାଜାଙ୍କ ପ୍ରତ୍ୟାଖ୍ୟାନ ଶୁଣି ମନ୍ତ୍ରୀ ଫେରି ଚାଲିଗଲେ
ಸಮಾನಾರ್ಥಕ : ଅସ୍ୱୀକାର
अपने सम्मुख आई प्रार्थना, कथन आदि की अस्वीकृति या नामंजूरी।
The act of refusing an offer.
ಸ್ಥಾಪನೆ