ಅರ್ಥ : କେତେକ ବସ୍ତୁମାନଙ୍କ ଗୁଣ ମାନ ଆଦି କ୍ଷେତ୍ରରେ ଗୋଟିଏ ଠାରୁ ଅନ୍ୟର କମ୍ ବା ବେଶି ଅଥବା ସେମାନଙ୍କର ଭଲ ବା ଖରାପର ବିଚାର
ಉದಾಹರಣೆ :
ରାମ ତୁଳନାରେ ଶ୍ୟାମ ଅଧିକ ଚତୁର
ಸಮಾನಾರ್ಥಕ : ଅପେକ୍ଷା, ତୁଳନା, ପ୍ରତିକୂଳତା, ପ୍ରତିଦ୍ୱନ୍ଦିତା, ବିପକ୍ଷତା, ବିରୋଧିତା
ಇತರ ಭಾಷೆಗಳಿಗೆ ಅನುವಾದ :
Relation based on similarities and differences.
comparisonಅರ್ಥ : କୌଣସି କାମରେ ଅନ୍ୟମାନଙ୍କଠାରୁ ଆଗକୁ ବଢ଼ିବା ପ୍ରଯତ୍ନ
ಉದಾಹರಣೆ :
ଆଜିକାଲି କମ୍ପାନୀମାନଙ୍କ ମଧ୍ୟରେ ପ୍ରତିଯୋଗିତା କାରଣରୁ ବଜାରକୁ ପ୍ରତିଦିନ ନୂଆ ଉତ୍ପାଦନ ଆସୁଅଛି
ಸಮಾನಾರ್ಥಕ : ପ୍ରତିଦ୍ୱନ୍ଦିତା, ପ୍ରତିସ୍ପର୍ଦ୍ଧା, ମୁକାବିଲା
ಇತರ ಭಾಷೆಗಳಿಗೆ ಅನುವಾದ :
किसी काम में औरों से आगे बढ़ने का प्रयत्न।
आजकल कंपनियों के बीच चल रही प्रतियोगिता के कारण बाजार में नित नये उत्पाद आ रहे हैं।A business relation in which two parties compete to gain customers.
Business competition can be fiendish at times.ಅರ್ಥ : ଯେଉଁ ଆୟୋଜିତ ସୁଯୋଗ, କାମ ଆଦିରେ ସାମିଲ ହୋଇଥିବା ପ୍ରତିଯୋଗୀମାନଙ୍କ ମଧ୍ୟରୁ ଜଣକୁ ବିଜେତା ଭାବରେ ମନୋନୀତ କରାଯାଏ
ಉದಾಹರಣೆ :
ମନୋହର ବିଦ୍ୟାଳୟର ବାର୍ଷିକ ପ୍ରତିଯୋଗିତାରେ ଭାଗ ନେଉଅଛି ଏଥର ରମେଶର ପ୍ରତିଦ୍ୱନ୍ଦିତା ଜଣେ ନାମୀ ପହେଲମାନ ସହିତ ହେବ
ಸಮಾನಾರ್ಥಕ : ପ୍ରତିସ୍ପର୍ଦ୍ଧା, ମୁକାବିଲା
ಇತರ ಭಾಷೆಗಳಿಗೆ ಅನುವಾದ :
वह आयोजित मौका, काम आदि जिसमें शामिल होनेवाले प्रतिस्पर्धियों में से एक को विजेता चुना जाता है।
मनोहर विद्यालय की वार्षिक प्रतियोगिता में भाग ले रहा है।