ಅರ್ಥ : ଦୃଢ଼ତାପୂର୍ବକ କହିବା (ସତ୍ୟତା ଉପରେ ଯୋର ଦେବା ହେତୁ)
ಉದಾಹರಣೆ :
ମୁଁ ରାଣ ଖାଉଛି କି ମୁଁ ଚୋରି କରିନାହିଁ
ಸಮಾನಾರ್ಥಕ : ଦୁହାଇ କରିବା, ରାଣ ଖାଇବା, ରାଣ ପକାଇବା, ଶପଥ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
अपने कथन की सत्यता प्रमाणित करने के उद्देश्य से ईश्वर, देवता अथवा किसी पूज्य या अतिप्रिय व्यक्ति, वस्तु आदि की दुहाई देते हुए दृढ़तापूर्वक अपनी बात कहना (प्रायः अपनी बात पर जोर देने हेतु)।
मैं माँ की कसम खाता हूँ कि मैंने चोरी नहीं की।ಅರ್ಥ : କିଛି କରିବା ବା ନ କରିବା ସମ୍ବନ୍ଧରେ ପକ୍କା ନିଷ୍ପତ୍ତି ନେବା
ಉದಾಹರಣೆ :
ଭୀଷ୍ମ ପ୍ରତିଜ୍ଞା କରିଥିଲେ ଯେ ସେ ଆଜୀବନ ବ୍ରହ୍ମଚର୍ୟ ବ୍ରତ ପାଳନ କରିବେ
ಸಮಾನಾರ್ಥಕ : ପଣ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
कुछ करने या न करने के संबंध में पक्का निश्चय करना।
भीष्म ने प्रतिज्ञा की थी कि वे आजीवन ब्रह्मचर्य व्रत का पालन करेंगे।ಅರ್ಥ : (ମନରେ) ପ୍ରତୀକ୍ଷା ବା ପକ୍କା କରିବା
ಉದಾಹರಣೆ :
ମୁଁ ପ୍ରତିଜ୍ଞା କରିଛି ଯେ ଆଜି ପରେ ତାକୁ କେବେ ଦେଖା କରିବିନାହିଁ
ಇತರ ಭಾಷೆಗಳಿಗೆ ಅನುವಾದ :