ಅರ್ಥ : କୌଣସି କଥାର ପ୍ରତିଶୋଧ ନେବାପାଇଁ କରାଯାଉଥିବା କାମ
ಉದಾಹರಣೆ :
ସେ ପ୍ରତିଶୋଧର ଅଗ୍ନିରେ ଜଳୁଥିଲା
ಸಮಾನಾರ್ಥಕ : ପ୍ରତିବିଧାନ, ପ୍ରତିଶୋଧ, ବଦଲା, ବିପରୀତ କ୍ରିୟା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି ତଥ୍ୟ ବା ପ୍ରୟୋଗ ସମ୍ପର୍କରେ କାହାରି ପ୍ରତିବାଦ ବା ଉତ୍ତର
ಉದಾಹರಣೆ :
ଦୟାକରି ଏହି ସାଇଟର ଉପଯୋଗ କରିବା ପରେ ନିଜର ଫିଡବ୍ୟାକ ନିଶ୍ଚିତଭାବେ ଦିଅନ୍ତୁ
ಸಮಾನಾರ್ಥಕ : ପ୍ରତ୍ୟୁତ୍ତର, ଫିଡବ୍ୟାକ
ಇತರ ಭಾಷೆಗಳಿಗೆ ಅನುವಾದ :
किसी जानकारी या प्रयोग के संबंध में किसी का प्रतिसाद या उत्तर।
कृपया इस साइट का उपयोग करने के बाद अपना फीडबैक अवश्य दें।Response to an inquiry or experiment.
feedbackಅರ್ಥ : କୌଣସି କାମ ହେଲାପରେ ତା ବିରୋଧରେ ବା ପରିଣାମସ୍ୱରୂପ ହେଉଥିବା ଦ୍ୱିତୀୟ କ୍ରିୟା
ಉದಾಹರಣೆ :
ଚୋରୀ ଧରାପଡ଼ିଲା ପରେ ବିନା ପ୍ରତିକ୍ରିୟାରେ ସେ ନିଜର ଅପରାଧ ସ୍ୱୀକାର କରିନେଲା
ಇತರ ಭಾಷೆಗಳಿಗೆ ಅನುವಾದ :
कोई क्रिया होने पर उसके विरोध में या परिणामस्वरूप दूसरी ओर होनेवाली क्रिया।
चोरी पकड़ी जाने के बाद बिना प्रतिक्रिया के उसने अपना अपराध स्वीकार कर लिया।ಅರ್ಥ : କୌଣସି କ୍ରିୟା ପରି କିନ୍ତୁ ବିପରୀତ ବା ବିରୁଦ୍ଧରେ ହେଉଥିବା କ୍ରିୟା
ಉದಾಹರಣೆ :
ବନ୍ଧୁକରୁ ଗୁଳି ଚାଳନା ବେଳେ ଲାଗୁଥିବା ଧକ୍କା ହିଁ ହେଉଛି ପ୍ରତିକ୍ରିୟା
ಇತರ ಭಾಷೆಗಳಿಗೆ ಅನುವಾದ :
किसी क्रिया के समान किन्तु विपरीत अथवा विरुद्ध दिशा में होने वाली क्रिया।
बंदूक चलाने पर लगने वाला झटका प्रतिक्रिया है।(mechanics) the equal and opposite force that is produced when any force is applied to a body.
Every action has an equal and opposite reaction.