ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଅନ୍ୟର ଆକାର କିମ୍ବା ପ୍ରକାରର ଅନୁସାରେ ତିଆରି ହୋଇଥିବା ବସ୍ତୁ
ಉದಾಹರಣೆ : ଔରଙ୍ଗାବାଦଙ୍କ ସ୍ତ୍ରୀଙ୍କ କବରଗୃହ ତାଜମହଲର ପ୍ରତିରୂପ
ಸಮಾನಾರ್ಥಕ : ଅନୁକୃତି, ନକଲ, ପ୍ରତିରୂପ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
किसी दूसरे के आकार या प्रकार के अनुसार तैयार की हुई वस्तु।
ಅರ್ಥ : ରେଖା ଓ ରଙ୍ଗଆଦିଦ୍ୱାରା ତିଆରି ହୋଇଥିବା କୌଣସି ବସ୍ତୁର ଆକୃତି
ಉದಾಹರಣೆ : କଳାନିକେତନରେ ମକୱୁଲ୍ ଫିଦା ହୁସେନଙ୍କ ଚିତ୍ରର ପ୍ରଦର୍ଶନୀ ଚାଲିଛି
ಸಮಾನಾರ್ಥಕ : ଆଲେଖ୍ୟ, ଚିତ୍ର, ଛବି
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
रेखाओं या रंगों आदि से बनी हुई किसी वस्तु आदि की आकृति।
Graphic art consisting of an artistic composition made by applying paints to a surface.
ಸ್ಥಾಪನೆ