ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ପ୍ରଣାମ କରୁଥିବା ବ୍ୟକ୍ତି
ಉದಾಹರಣೆ : ପୁରୋହିତେ ପ୍ରଣାମୀକୁ ଆଶୀର୍ବାଦ ସହିତ ପ୍ରସାଦ ମଧ୍ୟ ଦେଲେ
ಸಮಾನಾರ್ಥಕ : ପ୍ରଣାମକାରୀ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
प्रणाम करनेवाला व्यक्ति।
A person who greets.
ಅರ್ಥ : ଗୁରୁ, ବ୍ରାହ୍ମଣ,ସନ୍ଥଆଦିଙ୍କୁ ପ୍ରଣାମ ବା ଅଭିବାଦନ ସମୟରେ ଦିଆଯାଉଥିବା ଦକ୍ଷିଣା
ಉದಾಹರಣೆ : ପଣ୍ଡିତଙ୍କୁ ବହୁତ ପ୍ରଣାମୀ ମିଳିଲା
ಸಮಾನಾರ್ಥಕ : ଦକ୍ଷିଣା
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
वह दक्षिणा जो प्रणाम या अभिवादन करनेवाला गुरु, ब्राह्मण, संत आदि को देता है।
ಸ್ಥಾಪನೆ