ಅರ್ಥ : ଉପରେ ବା ପରେ ମିଶାହୋଇଥିବା (ଗ୍ରନ୍ଥ)
ಉದಾಹರಣೆ :
ଗ୍ରନ୍ଥମାନଙ୍କର ପ୍ରକ୍ଷିପ୍ତ ଭାଗଗୁଡ଼ିକସମ୍ପର୍କରେ ଏଠାରେ କାହାର ଜ୍ଞାନ ନାହିଁ
ಇತರ ಭಾಷೆಗಳಿಗೆ ಅನುವಾದ :
ऊपर से या बाद में मिलाया हुआ (ग्रंथ)।
ग्रंथों के क्षेपक भागों की जानकारी यहाँ किसी को नहीं है।ಅರ್ಥ : ଯାହାର ପ୍ରକ୍ଷେପଣ ହୋଇଛି
ಉದಾಹರಣೆ :
ପ୍ରକ୍ଷେପିତ ଉପଗ୍ରହରୁ ଏବେ ସଙ୍କେତ ମିଳିପାରୁଛି
ಸಮಾನಾರ್ಥಕ : ପ୍ରକ୍ଷେପିତ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ମାତା-ପିତାଦ୍ୱାରା ତ୍ୟାଗ କରାଯାଇଥିବା ବାଳକ ଯେ ଅନ୍ୟଦ୍ୱାରା ପୁତ୍ର ଭଳି ପାଳିତ ହୁଏ
ಉದಾಹರಣೆ :
ସେ ନିଜର ପ୍ରକ୍ଷିପ୍ତ ଜୀବନକୁ ସାର୍ଥକ କରିବାକୁ ଚାହୁଁଛି
ಸಮಾನಾರ್ಥಕ : ଅପବିଦ୍ଧ, ପରିତ୍ୟକ୍ତ
ಇತರ ಭಾಷೆಗಳಿಗೆ ಅನುವಾದ :
माता-पिता द्वारा त्यागे हुए बालक का जो अन्य द्वारा पुत्रवत् पाला जाय।
वह अपने अपविद्ध जीवन को सार्थक बनाना चाहता है।