ಅರ್ಥ : ମନୁଷ୍ୟଆଦି ସଂସାରୀ ପ୍ରାଣୀମାନଙ୍କ ରୂପରେ ଦେବତାମାନେ ପୃଥିବୀକୁ ଆସିବା
ಉದಾಹರಣೆ :
ଯେତେବେଳେ ପୃଥିବୀରେ ପାପ ବଢ଼ିଯାଏ ସେତେବେଳେ ଭଗବାନ ଅବତାର ଗ୍ରହଣ କରନ୍ତି ବେଳେବେଳେ ଅନେକ ଅଲୌକିକ ମହାପୁରୁଷ ଏହି ପୃଥିବୀରେ ଅବତରିତ ହୁଅନ୍ତି
ಸಮಾನಾರ್ಥಕ : ଅବତରିତ ହେବା, ଅବତାର ନେବା
ಇತರ ಭಾಷೆಗಳಿಗೆ ಅನುವಾದ :
देवता का मनुष्य आदि संसारी प्राणियों के रूप में धरती पर आना।
जब पृथ्वी पर पाप बढ़ जाता है तब भगवान अवतार लेते हैं।