ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ପୋଡ଼ିଯିବା ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ପୋଡ଼ିଯିବା   କ୍ରିୟାପଦ

ಅರ್ಥ : ନିଆର ସଂସ୍ପର୍ଶରେ ଆସି ନଷ୍ଟ ବା ଖରାପ ହେବା

ಉದಾಹರಣೆ : ଏହି ବହିର କିଛି ପୃଷ୍ଠା ନିଆଁରେ ଜଳିଯାଇଛି ବହୁତ ସମୟ ପର୍ଯ୍ୟନ୍ତ ନିଆଁ ଉପରେ ରହିବାରୁ ତରକାରୀ ପୋଡ଼ିଗଲା

ಸಮಾನಾರ್ಥಕ : ଜଳିଯିବା, ଦଗ୍ଧୀଭୂତ ହେବା, ଦହନ ହେବା


ಇತರ ಭಾಷೆಗಳಿಗೆ ಅನುವಾದ :

आग आदि के संपर्क के कारण नष्ट या खराब होना।

इस पुस्तक के कुछ पन्ने आग से जल गए हैं।
ज्यादा देर तक आग पर रखे रहने के कारण सब्जी जल गई।
जलना

ಅರ್ಥ : ନିଆଁ ସଂପର୍କରେ ଆସିବା ଫଳରେ ଶରୀରର କୌଣସି ଅଙ୍ଗ ପୀଡ଼ିତ ହେବା

ಉದಾಹರಣೆ : ବୋହୂ ରୋଷେଇ କରିବା ସମୟରେ ପୋଡ଼ିଗଲା

ಸಮಾನಾರ್ಥಕ : ଜଳିଯିବା


ಇತರ ಭಾಷೆಗಳಿಗೆ ಅನುವಾದ :

अग्नि के सम्पर्क से किसी अंग आदि का पीड़ित होना।

बहू खाना बनाते समय जल गई।
जलना