ಅರ್ಥ : ନିଆଁ ସମ୍ପର୍କରୁ ଜଳୁଥିବା କିମ୍ବା ଗରମପବନ ହେଉଥିବାର ରୂପ
ಉದಾಹರಣೆ :
ଚୁଲିରେ ନିଆଁ ଜଳୁଛି
ಇತರ ಭಾಷೆಗಳಿಗೆ ಅನುವಾದ :
Start to burn or burst into flames.
Marsh gases ignited suddenly.ಅರ್ಥ : ଲଙ୍କାଆଦି ବସ୍ତୁର ଜିଭ ବା ଶରୀର ଉପରେ ହେଉଥିବା ତୀବ୍ର ଅନୁଭବ
ಉದಾಹರಣೆ :
ରାଗ ଖାଇବାରୁ ମୋ ଜିଭ ପୋଡ଼ୁଛି
ಸಮಾನಾರ್ಥಕ : ଜଳିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ସିଝିବାର କାମ କରିବା
ಉದಾಹರಣೆ :
ଟାଣଖରା ଆମକୁ ସିଝାଇଦେଲା ନିଆଁ ପାଖରେ ଠିଆହୋଇ ଆପଣ ଆପଣଙ୍କ କପଡ଼ା ପୋଡ଼ିଦେଲେ
ಸಮಾನಾರ್ಥಕ : ସିଝିବା
ಇತರ ಭಾಷೆಗಳಿಗೆ ಅನುವಾದ :