ಅರ್ಥ : ପିତାଙ୍କର ବା ପିତାଙ୍କଠାରୁ ପ୍ରାପ୍ତ ସମ୍ପତ୍ତି
ಉದಾಹರಣೆ :
ସରକାରୀ ସମ୍ପତ୍ତି କାହା ବାପାଙ୍କର ନୁହେଁ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ବାପା ଦାଦାଙ୍କ ସମୟରୁ ଚାଲିଆସିଥିବା ବା ବାପା ଦାଦାଙ୍କଠାରୁ ମିଳିଥିବା
ಉದಾಹರಣೆ :
ସେ ନିଜର ପୈତୃକ ସମ୍ପତ୍ତି ଗରିବମାନଙ୍କ ମଧ୍ୟରେ ବାଣ୍ଟିଦେଲା
ಸಮಾನಾರ್ಥಕ : ଖାନଦାନୀ
ಇತರ ಭಾಷೆಗಳಿಗೆ ಅನುವಾದ :
Inherited or inheritable by established rules (usually legal rules) of descent.
Ancestral home.ಅರ್ಥ : ଯେ କୌଣସି ବଂଶର ସମକକ୍ଷ ହୋଇଆସୁଥିବା ଏବଂ ଆଗକୁ ଏହି ବଂଶ ସହିତ ରହିବାର ସମ୍ଭବନା ଥିବା
ಉದಾಹರಣೆ :
ସେ ବଂଶଗତ ରୋଗରେ ପୀଡ଼ିତ ଅଛନ୍ତି
ಸಮಾನಾರ್ಥಕ : ଆନୁବଂଶିକ, ବଂଶଗତ, ବଂଶାନୁକ୍ରମିକ
ಇತರ ಭಾಷೆಗಳಿಗೆ ಅನುವಾದ :