ಅರ್ಥ : ଶରୀରରେ ଛାତି ତଳେ ତଥା ପେଟ ଉପରର ଅଂଶ ବା ଭାଗ
ಉದಾಹರಣೆ :
ତିନି ଦିନ ଧରି ଖାଦ୍ୟ ନଖାଇବା କାରଣରୁ ତାର ପେଟ ପିଠି ଲାଗିଗଲାଣି
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ପେଟର ସେହି ଅଂଶ ଯେଉଁଠି ଭାଙ୍ଗ ପଡ଼ିଥାଏ
ಉದಾಹರಣೆ :
ମୁନ୍ନାର ପେଟରେ ବଡ଼ କଳାଜାଇ ଅଛି
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଭୋଜନର ଉପଭୋକ୍ତା ଭାବେ ଗଣାଯାଉଥିବା ବ୍ୟକ୍ତି
ಉದಾಹರಣೆ :
ତାକୁ ସାତୋଟି ମୁହଁରେ ଦାନା ଦେବାକୁ ପଡ଼ୁଛି
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଜାହାଜ ବା ନାଆର ଢାଞ୍ଚା
ಉದಾಹರಣೆ :
ଜାହାଜର ପେଟର ଅଧିକାଂଶ ପାଣିରେ ରହେ
ಇತರ ಭಾಷೆಗಳಿಗೆ ಅನುವಾದ :