ಅರ್ಥ : ମିଶି ଯାଇଥିବା ବା ଜଡ଼ିଯାଇଥିବା ବା ଲାଗି ଯାଇଥିବା ଜିନିଷ୍ଆଦିର ଅଲଗା ହେବା
ಉದಾಹರಣೆ :
କମିଜର ବୋତାମ ବାହାରି ଯାଇଛି ବହିର ପତ୍ର ବାହାରି ପଡ଼ିଛି ଯୋଡ଼େଇ କାରଣରୁ କାନ୍ଥର ସିମେଣ୍ଟ ଖସି ଯାଇଛି
ಸಮಾನಾರ್ಥಕ : ଉଖାଡ଼ି ଯିବା, ଖସିଯିବା, ବାହାରି ଯିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ମେଳ ବା ଦଳଆଦିରୁ ଅଲଗା ହେବା
ಉದಾಹರಣೆ :
ସେ କଂଗ୍ରେସରୁ ବାହାରି ଗଲା
ಸಮಾನಾರ್ಥಕ : ଅଲଗା ହେବା, ଦୂରେଇଯିବା, ବାହାରିଯିବା, ହଟିଯିବା
ಇತರ ಭಾಷೆಗಳಿಗೆ ಅನುವಾದ :
Remove oneself from an association with or participation in.
She wants to leave.