ಅರ್ಥ : ପୂର୍ଣ୍ଣ ବା ପୂରା ହେବା କିମ୍ବା କରିବାର କ୍ରିୟା ବା ଭାବ
ಉದಾಹರಣೆ :
ଆପଣଙ୍କ ବିନା ଏହି କାମର ପୂର୍ତ୍ତି ଅସମ୍ଭବ
ಸಮಾನಾರ್ಥಕ : ପୂରା, ପୂର୍ଣ୍ଣତା, ପୂର୍ତ୍ତି
ಇತರ ಭಾಷೆಗಳಿಗೆ ಅನುವಾದ :
The act of making something perfect.
perfectionಅರ್ಥ : ଯାହା ପୂରାପୂରି ପୂର୍ଣ୍ଣ ବା ଭରାହୋଇଛି କିମ୍ବା ଯେଉଁଥିରେ କିଛି କମ୍ ନାହିଁ
ಉದಾಹರಣೆ :
ଲାଲାଜୀଙ୍କ ଘର ଧନଧାନ୍ୟରେ ପୂର୍ଣ୍ଣ ସେଠଜୀଙ୍କ ଜନ୍ମ ଧନ-ଧାନ୍ୟ ପରିପୂର୍ଣ୍ଣ ଘରେ ହୋଇଥିଲା
ಸಮಾನಾರ್ಥಕ : ପରିପୂରିତ, ପରିପୂର୍ଣ୍ଣ, ଭରପୂର, ଭରା
ಇತರ ಭಾಷೆಗಳಿಗೆ ಅನುವಾದ :
Completed to perfection.
fulfilledಅರ್ಥ : ଯାହା ଶେଷ ହୋଇଯାଇନାହିଁ
ಉದಾಹರಣೆ :
ମୋଦ୍ୱାରା ହେଉଥିବା କାମ ଏବେ ସମାପ୍ତ ହୋଇଗଲା
ಸಮಾನಾರ್ಥಕ : ଶେଷ, ସମାପ୍ତ, ସମ୍ପନ୍ନ, ସମ୍ପାଦିତ, ସମ୍ପୂର୍ଣ୍ଣ
ಇತರ ಭಾಷೆಗಳಿಗೆ ಅನುವಾದ :
Having finished or arrived at completion.
Certain to make history before he's done.ಅರ್ಥ : ପୂରାପୂରି ଭରିଥିବା
ಉದಾಹರಣೆ :
ସେ ମୋ ହାତରେ ଦୁଧରେ ଭର୍ତ୍ତି ଗ୍ଲାସ୍ ଧରେଇଦେଲା
ಇತರ ಭಾಷೆಗಳಿಗೆ ಅನುವಾದ :
Containing as much or as many as is possible or normal.
A full glass.ಅರ್ಥ : ଯେତେ ଅଧିକରୁ ଅଧିକ ଭର୍ତ୍ତିକରା ଯାଇପାରେ ସେତିକି ଧରିବା
ಉದಾಹರಣೆ :
ପୋଖରୀ ପାଣିରେ ଭର୍ତ୍ତି ହୋଇଛି
ಸಮಾನಾರ್ಥಕ : ଭର୍ତ୍ତି
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଯାହା କୌଣସି ଦୋଷ ବିନା ନିଜେନିଜେ ସମ୍ପୂର୍ଣ୍ଣ ପରିଚିତ
ಉದಾಹರಣೆ :
ଗୋଟିଏ ପୂର୍ଣ୍ଣ କାହାଣୀ ଶୁଣାନ୍ତୁ
ಸಮಾನಾರ್ಥಕ : ପୂରା, ସମ୍ପୂର୍ଣ୍ଣ
ಇತರ ಭಾಷೆಗಳಿಗೆ ಅನುವಾದ :
Being complete of its kind and without defect or blemish.
A perfect circle.ಅರ್ಥ : ଭୋଜନପାଇଁ ପ୍ରସ୍ତୁତ ବା ବ୍ୟବସ୍ଥିତ କରାଯାଇଥିବା, ବିଶେଷ କରି ଯାହା ଉପରେ ଖାଦ୍ୟ ପଦାର୍ଥ ସଜା ଯାଇଥାଏ
ಉದಾಹರಣೆ :
ଖାଇବାପାଇଁ ଲୋକମାନେ ଖାଦ୍ୟ ପଦାର୍ଥ ପୂର୍ଣ୍ଣ ଟେବୁଲ ଚାରିପଟେ ବସିଗଲେ
ಸಮಾನಾರ್ಥಕ : ଭରା
ಇತರ ಭಾಷೆಗಳಿಗೆ ಅನುವಾದ :