ಅರ್ಥ : ପୂର୍ଣ୍ଣ କରିବା ବା ପୂରାପୂରିଭାବେ ଠିକ କରିବା ବା ଅଭାବ ଆଦି ଦୂରକରି ଭଲରୂପେ କରିବା
ಉದಾಹರಣೆ :
ଆଉ ଟିକେ ଗରମକରି ଝୋଳର ସ୍ୱାଦକୁ ସଂପୂର୍ଣ୍ଣ କରନ୍ତୁ
ಸಮಾನಾರ್ಥಕ : ଉତ୍କୃଷ୍ଟ କରିବା, ଉତ୍ତମ କରିବା, ଭଲରୂପେ କରିବା, ସଂପୂର୍ଣ୍ଣ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
* पूर्ण बनाना या पूरी तरह से ठीक बनाना या कमियों आदि को दूरकर अच्छा बनाना।
थोड़ा-सा और गरम करके सूप के स्वाद को पूर्ण बनाइए।ಅರ್ಥ : କୌଣସି କାର୍ଯ୍ୟ ବା ବସ୍ତୁ ଶେଷ କରିବା
ಉದಾಹರಣೆ :
ପ୍ରଥମେ ଏହି କାମ ଶେଷ କର
ಸಮಾನಾರ್ಥಕ : ପୂର୍ଣ୍ଣକରିବା, ଶେଷ କରିବା, ସମାପ୍ତ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
किसी काम या वस्तु आदि का अंत करना।
पहले यह काम खत्म करो।