ಅರ್ಥ : ବଂଶ ପରମ୍ପରାରେ କାହାର ବାପା,ଜେଜେ,ଅଣଜେଜେ ବା ପୁଅ,ନାତି,ଅଣନାତି ଆଦିର ବିଚାରରୁ ଗଣନା କ୍ରମରେ କୌଣସି ସ୍ଥାନ
ಉದಾಹರಣೆ :
ତିନିପିଢ଼ିପରେ ଆମ ଘରେ ଝିଅଟିଏ ଜନ୍ମ ହୋଇଛି
ಸಮಾನಾರ್ಥಕ : ପିଢ଼ି
ಇತರ ಭಾಷೆಗಳಿಗೆ ಅನುವಾದ :
Group of genetically related organisms constituting a single step in the line of descent.
generationಅರ್ಥ : ବ୍ୟାକରଣରେ ସର୍ବନାମର ସେହି ପ୍ରଭେଦ ଯେଉଁଥିରୁ ସର୍ବନାମର ପ୍ରୟୋଗ ବକ୍ତା, ଶ୍ରୋତା, ସଂବୋଧିତ ବ୍ୟକ୍ତି ବା ଅନ୍ୟ କାହା ପାଇଁ ହୋଇଛି ବୋଲି ଜଣାପଡ଼େ
ಉದಾಹರಣೆ :
ବ୍ୟାକରଣ ଅନୁସାରେ ପୁରୁଷ ତିନି ପ୍ରକାରର
ಸಮಾನಾರ್ಥಕ : ବ୍ୟାକରଣୀୟ ପୁରୁଷ
ಇತರ ಭಾಷೆಗಳಿಗೆ ಅನುವಾದ :
व्याकरण में सर्वनामों का वह भेद जिससे यह जाना जाता है कि सर्वनाम का प्रयोग वक्ता के लिए हुआ है या श्रोता या संबोध्य या किसी और के लिए।
व्याकरण के अनुसार पुरुष तीन प्रकार के होते हैं।