ಅರ್ಥ : ସଫେଦା ଆମ୍ବର ଗଛ
ಉದಾಹರಣೆ :
ଗତ ବର୍ଷ ସଫେଦା ଆମ୍ବ ଲଗା ଯାଇଥିଲା,ତାହା ବଢ଼ୁନାହିଁ
ಸಮಾನಾರ್ಥಕ : ପୁଂଡରୀକ, ପୁଂଡରୀକ ଆମ୍ବ, ପୁଣ୍ଡରୀକ ଆମ୍ବ, ସଫେଦା, ସଫେଦା ଆମ୍ବ
ಇತರ ಭಾಷೆಗಳಿಗೆ ಅನುವಾದ :
Large evergreen tropical tree cultivated for its large oval fruit.
mangifera indica, mango, mango treeಅರ್ಥ : ବିଲେଇ ଜାତିର ଗୋଟିଏ ହିଂସ୍ର ଜଙ୍ଗଲୀ ପଶୁ
ಉದಾಹರಣೆ :
ଚିତାବାଘ ଖୁବ ଜୋରରେ ଦୌଡ଼ିପାରିବା ପଶୁ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଧଳାରଂଗର ହାତୀ
ಉದಾಹರಣೆ :
ଚିଡ଼ିଆଖାନାରେ ଆମେ ଏକ ଧଳାହାତୀ ଦେଖିଲୁ
ಸಮಾನಾರ್ಥಕ : ଧଳାହାତୀ, ଶ୍ୱେତକୁଂଜର, ଶ୍ୱେତଦିଗ୍ଗଜ, ଶ୍ୱେତହସ୍ତୀ
ಇತರ ಭಾಷೆಗಳಿಗೆ ಅನುವಾದ :
सफेद रंग का हाथी।
चिड़ियाघर में हमने एक सफेद हाथी देखा।Albinic Indian elephant. Rare and sometimes venerated in east Asia.
white elephantಅರ್ಥ : ଗୋଟିଏ ପ୍ରକାରର ବହୁତ ବଢ଼ିଆ ଆମ୍ବ
ಉದಾಹರಣೆ :
ସେ ଦୋକାନରୁ କିଲେ ସଫେଦା ଆମ୍ବ କିଣିଲେ
ಸಮಾನಾರ್ಥಕ : ସଫେଦା, ସଫେଦା ଆମ୍ବ
ಇತರ ಭಾಷೆಗಳಿಗೆ ಅನುವಾದ :
Large oval tropical fruit having smooth skin, juicy aromatic pulp, and a large hairy seed.
mangoಅರ್ಥ : ଗୋଟିଏ ଦିଗ୍ଗଜ
ಉದಾಹರಣೆ :
ଆଗ୍ନେୟ କୋଣର ଦିଗ୍ଗଜ ହେଉଛନ୍ତି ପୁଣ୍ଡରୀକ
ಇತರ ಭಾಷೆಗಳಿಗೆ ಅನುವಾದ :
An imaginary being of myth or fable.
mythical being