ಅರ್ಥ : ପୁଣି ବା ଦ୍ୱିତୀୟ ଥର ପ୍ରାପ୍ତ କରିବା
ಉದಾಹರಣೆ :
ସେ ନିଜ ଉପରେ ପୁଣି ନିୟନ୍ତ୍ରଣ ପ୍ରାପ୍ତ କଲା ରାଜା ପୁଣି ବିଜୟ ଲାଭକଲେ
ಸಮಾನಾರ್ಥಕ : ପୁଣି ଲାଭ କରିବା, ପୁନର୍ବାର ପାଇବା
ಇತರ ಭಾಷೆಗಳಿಗೆ ಅನುವಾದ :
* फिर से या दुबारा या पुनः प्राप्त करना।
उसने अपने आप पर फिर से नियंत्रण पाया।