ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ପିଚକାରୀ ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ପିଚକାରୀ   ବିଶେଷ୍ୟ

ಅರ್ಥ : ନଳ ଆକାରର ଏକ ଉପକରଣ ଯାହା ସାହାଯ୍ୟରେ ତରଳ ପଦାର୍ଥକୁ ଭିତକୁ ଟାଣିନେଇ ପୁନଶ୍ଚ ଛିଞ୍ଚାଡ଼ିକରି ବାହାରକୁ ଜୋରରେ ଫିଙ୍ଗାଯାଏ

ಉದಾಹರಣೆ : ହୋଲି ଦିନ ପିଲାମାନେ ପିଚକାରୀରେ ରଙ୍ଗ ଭର୍ତ୍ତିକରି ଜଣେ ଅନ୍ୟ ଉପରକୁ ଫିଙ୍ଗନ୍ତି

ಸಮಾನಾರ್ಥಕ : ପିଚିକାଳୀ


ಇತರ ಭಾಷೆಗಳಿಗೆ ಅನುವಾದ :

नली के आकार का एक उपकरण जिससे तरल पदार्थ अंदर खींचकर फिर फुहार के रूप में या तेजी के साथ बाहर फेंके जाते हैं।

होली के दिन बच्चे पिचकारी में रंग भर-भरकर एक दूसरे के ऊपर डालते हैं।
पचूका, पिचकारी, पिचकी, वस्ति

An applicator resembling a gun for applying liquid substances (as paint) in the form of a spray.

spray gun

ಅರ್ಥ : ଲାଖ ବା କାଚରେ ତିଆରି ହୋଇଥିବା ଏକ ପୋଲା ଗୋଲାକାର ବସ୍ତୁ ଯେଉଁଥିରେ ଅବିର ବା ଫଗୁ ଭର୍ତ୍ତିକରି ଜଣେ ଅନ୍ୟ ଜଣଙ୍କ ଉପରକୁ ଫୋପାଡ଼େ

ಉದಾಹರಣೆ : ପିଲାମାନେ ପିଚକାରୀ ନେଇ ହୋଲି ଖେଳିବାକୁ ବାହାରି ପଡ଼ିଲେ


ಇತರ ಭಾಷೆಗಳಿಗೆ ಅನುವಾದ :

लाख या काँच का बना वह पोला गोला जिसमें अबीर या गुलाल भर कर एक दूसरे पर फेंकते हैं।

बच्चे कुमकुमा ले कर होली खेलने निकल पड़े।
कुमकुमा