ಅರ್ಥ : ପିଇବା କାମ
ಉದಾಹರಣೆ :
ମୋହନ ମଦ୍ୟପାନ ପରେ ସୋହନ ସହିତ ଝଗଡ଼ା କଲା
ಸಮಾನಾರ್ಥಕ : ପାନ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ତରଳ ବସ୍ତୁକୁ ମୁହଁରୁ ଗଳା ତଳକୁ ଖସାଇବା
ಉದಾಹರಣೆ :
ସେ କ୍ଷୀର ପିଉଛି
ಸಮಾನಾರ್ಥಕ : ପାନ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ସିରା ବା ରସ ଆଦିରେ ପକାଇ ବା ଗୁଡ଼ାହୋଇଥିବା ବସ୍ତୁ ଆଦିରେ ସିରା ଆଦି ଭଲଭାବେ ଲାଗିବା ବା ମିଶିବା
ಉದಾಹರಣೆ :
ଜିଲାପି ଭଲଭାବେ ବୁଡ଼ିନାହିଁ
ಸಮಾನಾರ್ಥಕ : ବୁଡ଼ିବା, ମିଶିବା, ଲାଗିବା, ଶୋଷିବା
ಇತರ ಭಾಷೆಗಳಿಗೆ ಅನುವಾದ :
शीरे या रस आदि में डाली या लपेटी हुई वस्तु आदि में शीरे आदि का अच्छी तरह लग जाना या समा जाना।
जलेबी अच्छी तरह से नहीं पगी है।ಅರ್ಥ : କୌଣସି ବସ୍ତୁକୁ ଆବଶ୍ୟକତାରୁ ଅଧିକ ଉପଯୋଗ କରିବା ବା ନଷ୍ଟ କରିବା
ಉದಾಹರಣೆ :
ଏହି ଗାଡ଼ି ବହୁତ ପେଟ୍ରୋଲ ପିଉଛି
ಸಮಾನಾರ್ಥಕ : ଖାଇବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଜଳ ବା ଆଦ୍ରତାଆଦିକୁ ଶୋଷଣ କରିବା
ಉದಾಹರಣೆ :
ବୃକ୍ଷ ପୃଥିବୀରୁ ଜଳଆଦି ଶୋଷଣ କରେ
ಸಮಾನಾರ್ಥಕ : ଅବଶୋଷିତ କରିବା, ଟାଣିବା, ଶୋଷଣ କରିବା
ಇತರ ಭಾಷೆಗಳಿಗೆ ಅನುವಾದ :