ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ପାହି ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ପାହି   ବିଶେଷ୍ୟ

ಅರ್ಥ : କୌଣସି ଅଙ୍କର ଏକକର ଚଉଠ ଭାଗକୁ ଦର୍ଶାଉ ଥିବା ସିଧା ରେଖା

ಉದಾಹರಣೆ : କୌଣସି ସଂଖ୍ୟାର ସମସ୍ତ ଭାଗ ଦେଖେଇବାପାଇଁ ସେହି ସଂଖ୍ୟାର ଆଗରେ ଏକ ପାହି ଲଗାଇ ଦିଅନ୍ତି

ಸಮಾನಾರ್ಥಕ : ପାହୁଲା


ಇತರ ಭಾಷೆಗಳಿಗೆ ಅನುವಾದ :

किसी अंक के इकाई का चौथा भाग प्रकट करनेवाली सीधी खड़ी रेखा।

किसी संख्या का सवा भाग दिखाने के लिए उस संख्या के आगे एक पाई लगा देते हैं।
पाई

ಅರ್ಥ : କବାଡି ଆଦିର ଖେଳରେ ସୀମାପାଇଁ ଭୂଇଁରେ ଗଭୀର କରି ଗାରଟାଣି ଦୁଇ ପକ୍ଷ ନିମନ୍ତେ ସ୍ଥିର କରାଯାଇଥିବା ଭିନ୍ନଭିନ୍ନ ନିର୍ଦ୍ଧାରିତ କ୍ଷେତ୍ର

ಉದಾಹರಣೆ : ଖେଳାଳି ପାଲିରେ ପଶିବାକ୍ଷଣି ବିପକ୍ଷଦଳ ତାକୁ କାବୁ କରିଦେଲେ

ಸಮಾನಾರ್ಥಕ : ପାଲି


ಇತರ ಭಾಷೆಗಳಿಗೆ ಅನುವಾದ :

कबड्डी आदि के खेलों में दोनों पक्षों के लिए अलग-अलग निर्धारित क्षेत्र जिसकी सीमा प्रायः जमीन पर गहरी लकीर खींचकर स्थिर की जाती है।

खिलाड़ी के पाले में घुसते ही विपक्षियों ने उसे दबोच लिया।
पाला