ಅರ್ಥ : ଜଳାଶୟର ସାମନା ବା ଅନ୍ୟ ପାଖର ତଟ କିମ୍ବା କୂଳ
ಉದಾಹರಣೆ :
ସେ ନଦୀ ପାରରେ ଠିଆହୋଇ ଡଙ୍ଗାକୁ ଅପେକ୍ଷା କରୁଅଛି
ಸಮಾನಾರ್ಥಕ : ଅପର ପାର୍ଶ୍ୱରେ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ସାମନାବାଲା ଅନ୍ୟ ପାର୍ଶ୍ୱ ବା ଅନ୍ୟ ତରଫ
ಉದಾಹರಣೆ :
ଆମେ ଅନ୍ଧାର ହେବା ପୂର୍ବରୁ ଜଙ୍ଗଲ ପାର ହୋଇ ଚାଲିଯିବା ଉଚିତ
ಇತರ ಭಾಷೆಗಳಿಗೆ ಅನುವಾದ :