ಅರ್ಥ : ଧର୍ମର ବିପରୀତ କର୍ମ ବା ଯେଉଁ କର୍ମ ଧର୍ମ ଅନୁସାରେ ହୋଇନାହିଁ
ಉದಾಹರಣೆ :
ଅଧର୍ମ କର୍ମରୁ ଦୂରେଇ ରୁହ
ಸಮಾನಾರ್ಥಕ : ଅଧର୍ମ କର୍ମ, ଦୁଷ୍କର୍ମ, ପାପାଚାର
ಅರ್ಥ : ନୀତି ବିରୋଧ ହେଉଥିବା କାର୍ଯ୍ୟ
ಉದಾಹರಣೆ :
ଦୁଷ୍ଟ ବ୍ୟକ୍ତି ସବୁବେଳେ ଦୁଷ୍କର୍ମରେ ଲିପ୍ତ ରହିଥାଏ
ಸಮಾನಾರ್ಥಕ : ଅକର୍ମ, ଅନୈତିକ କର୍ମ, ଅପକର୍ମ, ଦୁଷ୍କର୍ମ, ମନ୍ଦକର୍ମ
ಇತರ ಭಾಷೆಗಳಿಗೆ ಅನುವಾದ :