ಅರ್ಥ : ଚେୟାରରେ ବସିଥିବା ଲୋକର ପାଦ ରଖିବାପାଇଁ ବ୍ୟବହୃତ ଗୋଟିଏ ଛୋଟ ଚୌକି
ಉದಾಹರಣೆ :
ସେ ଚେୟାରରେ ବସିବା ମାତ୍ରେ ହିଁ ପାଦାନୀ ଉପରେ ନିଜର ପାଦ ରଖିଲା
ಸಮಾನಾರ್ಥಕ : ପାଦାନୀ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ପାଦ ରଖିବା ପାଇଁ ବସ୍ତୁ ବା ସ୍ଥାନ
ಉದಾಹರಣೆ :
ପାଦାନୀ ସୁବିଧା ଥିବାରୁ ପାଦକୁ ଆରାମ ମିଳୁଛି
ಸಮಾನಾರ್ಥಕ : ପାଦାନୀ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ପାଦ ରଖିବାର ଆସନ
ಉದಾಹರಣೆ :
ଶ୍ୟାମା ପାଦକୁ ଆରାମ ଦେବାପାଇଁ ତାକୁ ପାଦରଖା ଉପରେ ରଖେ
ಸಮಾನಾರ್ಥಕ : ପାଦାନୀ
ಇತರ ಭಾಷೆಗಳಿಗೆ ಅನುವಾದ :