ಅರ್ಥ : ପାଗଳମାନଙ୍କ ପରି ଶବ୍ଦ, ପ୍ରବୃତି ବା ଆଚରଣ
ಉದಾಹರಣೆ :
ତା ଉପରେ ଟଙ୍କା ରୋଜଗାରର ପାଗଳାମି ସବାର ହୋଇଛି
ಸಮಾನಾರ್ಥಕ : ପାଗଳପଣ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ମସ୍ତିଷ୍କର ଯେଉଁ ରୋଗରେ ମନ ଓ ବୁଦ୍ଧିର ସନ୍ତୁଳନ ବିଗିଡ଼ି ଯାଏ
ಉದಾಹರಣೆ :
ଅତ୍ୟଧିକ ଦୁଃଖ କାରଣରୁ ସେ ଉନ୍ମାଦ ହୋଇଗଲା
ಸಮಾನಾರ್ಥಕ : ଉନ୍ମତ୍ତତା, ଉନ୍ମାଦ, ଚିତ୍ତବିଭ୍ରମ, ପାଗଳପଣ, ପ୍ରମାଦ, ସ୍ମୃତିବିଭ୍ରମ
ಇತರ ಭಾಷೆಗಳಿಗೆ ಅನುವಾದ :
मस्तिष्क का वह रोग जिसमें मन और बुद्धि का संतुलन बिगड़ जाता है।
अत्यधिक शोक के कारण उसे उन्माद हो गया।Relatively permanent disorder of the mind.
insanity