ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଯଜ୍ଞର ପାଉଁଶ ଯାହାକୁ ଶିବଭକ୍ତ ମୁଣ୍ଡରେ ଲଗାନ୍ତି ଏବଂ ଶରୀରରେ ବୋଳିଥାନ୍ତି
ಉದಾಹರಣೆ : ସାଧୁବାବା ଭସ୍ମ ଲଗେଇ ସାଧନାରେ ମଗ୍ନ ଅଛନ୍ତି
ಸಮಾನಾರ್ಥಕ : ଭସ୍ମ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
अग्निहोत्र की राख जिसे शिव भक्त माथे पर लगाते और शरीर पर मलते हैं।
ಅರ್ಥ : କୌଣସି ଜିନିଷ ପୂରାପୂରି ଜଳିଗଲାପରେ ତାହାର ବଳକା ଅଂଶ
ಉದಾಹರಣೆ : ଗାଁରେ କିଛି ଲୋକ ପାଉଁଶରେ ବାସନ ମାଜନ୍ତି
ಸಮಾನಾರ್ಥಕ : ଅଙ୍ଗାର, ଭଷ୍ମ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
किसी चीज़ के बिल्कुल जल जाने पर उसका बचा हुआ अंश।
The residue that remains when something is burned.
ಅರ್ಥ : କୁମ୍ଭାରଙ୍କର ଗୋଟିଏ ଉପକରଣ
ಉದಾಹರಣೆ : କୁମ୍ଭାର ଚକି ପାଖରେ ପାଉଁଶ ରଖିଦେଲା
कुम्हारों का एक उपकरण।
ಸ್ಥಾಪನೆ