ಅರ್ಥ : ମିୟାନୀ ଲଗା ନ ଯାଇ ବୋତାମ ଦ୍ୱାରା ବନ୍ଦ କରା ଯାଉଥିବା ଇଂରାଜୀ ଢଙ୍ଗର ପାଇଜାମା
ಉದಾಹರಣೆ :
ଶୀତଦିନେ ଉଲତିଆରି ପାଇଜାମା ପିନ୍ଧିବାକୁ ଭଲ ଲାଗେ
ಸಮಾನಾರ್ಥಕ : ପ୍ୟାଣ୍ଟ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଗୋଡ଼ରେ ପିନ୍ଧା ଯାଉଥିବା ଏକ ପୋଷାକ ଯେଉଁଥିରେ କମରରୁ ଆରମ୍ଭ କରି ଗୋଇଠି ପର୍ଯ୍ୟନ୍ତ ଘୋଡ଼ାଇ ହୁଏ
ಉದಾಹರಣೆ :
ନେତାଜୀ ପାଇଜାମା ଏବଂ କୁର୍ତ୍ତା ପିନ୍ଧିଥିଲେ
ಇತರ ಭಾಷೆಗಳಿಗೆ ಅನುವಾದ :