ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଚାରି ଛଟାଙ୍କି ଓଜନର ବଟକରା
ಉದಾಹರಣೆ : ଦୋକାନୀ ଚା ପତି ଓଜନ କରିବାପାଇଁ ପାଆ ଖୋଜୁଛି
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
चार छटाक की तौल का बटखरा।
ಅರ್ಥ : କୌଣସି ବସ୍ତୁ ଆଦିର ଏକ ଚତୁର୍ଥାଂଶ ଭାଗ ବା ଅଂଶ
ಉದಾಹರಣೆ : ଏହାର ଓଜନ ଏକ ପାଆ ହେବ
ಸಮಾನಾರ್ಥಕ : ପା
ಅರ್ಥ : ଏକ ସେରର ଚାରିଭାଗରୁ ଏକ ଭାଗ ସହିତ ସମାନ ଏକ ମାପ ବା ଓଜନ
ಉದಾಹರಣೆ : ଚାରି ଛଟାଙ୍କି ଏକ ପାଆ ସହିତ ସମାନ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
एक तौल जो एक सेर के चौथाई के बराबर होती है।
A quarter of a hundredweight (25 pounds).
ಅರ್ಥ : ପାଆଭର୍ତ୍ତି ମାପ ନିମନ୍ତେ ବାସନ ବା ବଟକରା
ಉದಾಹರಣೆ : ଗଉଡ଼ ପାଆକିଆରେ ଦୁଧ ମାପୁଛି
ಸಮಾನಾರ್ಥಕ : ପାଆକିଆ
पाव भर माप का बर्तन या बटखरा।
ಸ್ಥಾಪನೆ