ಅರ್ಥ : ଅନୁଭବ କରାଇବା
ಉದಾಹರಣೆ :
ଭାଗ୍ୟ ଆମକୁ ବହୁତ ଖରାପ ଦିନ ଦେଖାଏ
ಸಮಾನಾರ್ಥಕ : ଅନୁଭବ କରାଇବା, ଦେଖାଇବା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କାହା ସହିତ କୌଣସି ସ୍ଥାନ ପର୍ଯ୍ୟନ୍ତ ଯିବାକୁ ପଡ଼େ କାରଣ ରାସ୍ତାରେ ତା ଉପରେ କୌଣସି ବିପତ୍ତି ଆସିବ ନାହିଁ
ಉದಾಹರಣೆ :
ହଜିଯାଇଥିବା ଛୁଆକୁ ମୁଁ ତାଙ୍କ ଘର ପର୍ଯ୍ୟନ୍ତ ପହଞ୍ଚାଇଲି
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କୌଣସି ବିଷୟରେ କାହାକୁ ବରାବର କରିଦେବା
ಉದಾಹರಣೆ :
ମୋ ବାପା ମୋତେ ପଢ଼ାଲେଖା କରି ଏହି ପର୍ଯ୍ୟନ୍ତ ପହଞ୍ଚାଇଛନ୍ତି
ಸಮಾನಾರ್ಥಕ : ପହଞ୍ଚେଇବା
ಇತರ ಭಾಷೆಗಳಿಗೆ ಅನುವಾದ :
Cause to come into a particular state or condition.
Long hard years of on the job training had brought them to their competence.ಅರ್ಥ : ଏପରି କରିବା ଯେପରିଁ କୌଣସି ବସ୍ତୁ ବା ବ୍ୟକ୍ତି ଗୋଟିଏ ସ୍ଥାନରୁ ଚାଲିକରି ଅନ୍ୟ ଏକ ସ୍ଥାନକୁ ଆସିଯିବ
ಉದಾಹರಣೆ :
ମୁଁ ଆପଣଙ୍କ ଜିନିଷ ଯଥା ସ୍ଥାନରେ ପହଞ୍ଚାଇ ଦେଲି ମୁଁ ପ୍ରଥମେ ଜେଜେଙ୍କୁ ଘରେ ଛାଡ଼ିବି ତାପରେ ଆସିବି
ಸಮಾನಾರ್ಥಕ : ଛାଡ଼ିକି ଆସିବା
ಇತರ ಭಾಷೆಗಳಿಗೆ ಅನುವಾದ :