ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ପଳାୟନ କରୁଥିବା ବ୍ୟକ୍ତି
ಉದಾಹರಣೆ : ପୋଲିସ ପଳାତକର ଅନ୍ୱେଷଣ କରୁଛି
ಸಮಾನಾರ್ಥಕ : ପଳାୟନକାରୀ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी English
भागा हुआ व्यक्ति।
Someone who flees from an uncongenial situation.
ಅರ್ಥ : ଯେ ନିଜ କାର୍ଯ୍ୟ, ପଦ, ବା କର୍ତ୍ତବ୍ୟ ଛାଡ଼ି କୌଣସି ଡରରେ ଅନ୍ୟ ଜାଗାକୁ ଚାଲିଯାଇଛି
ಉದಾಹರಣೆ : ମୋ ଗାଁର ଗୋଟିଏ ପଳାତକ ସହରର ମନ୍ଦିରରେ ରହୁଥିଲା
वह जो अपना काम, पद, या कर्तव्य छोड़कर किसी डर से दूसरी जगह चला गया हो।
ಅರ್ಥ : ପଳାୟନ କରୁଥିବା
ಉದಾಹರಣೆ : ସେମାନେ ପଳାୟନକାରୀ ବାଳକଟିକୁ ଧରିବାରେ ଅସମର୍ଥ ହେଲେ
ಸಮಾನಾರ್ಥಕ : ପଳାୟକ, ପଳାୟନକାରୀ
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
भागता हुआ।
ಅರ್ಥ : ଯେ ସେବାରୁ ବିମୁଖ ହୋଇଛି ବା ପଳାୟନ କରିଅଛି(ବିଶେଷତଃ ସୈନିକ ସେବା)
ಉದಾಹರಣೆ : ରାଜା ପଳାତକ ସୈନିକଙ୍କୁ ପ୍ରାଣଦଣ୍ଡ ଦେବାର ଘୋଷଣା କଲେ
जो सेवा से विमुख हो गया या भाग गया हो (विशेषतः सैनिक सेवा )।
ಸ್ಥಾಪನೆ