ಅರ್ಥ : ଆଖିର ଉପର ଚମଡ଼ାର ପରଦା ଯାହା ପଡ଼ିଲେ ତାହା ବନ୍ଦ ହୋଇଯାଏ
ಉದಾಹರಣೆ :
ଛୁଆ ବାରମ୍ବାର ଆଖିପତା ଖୋଲୁଥିଲା ଏବଂ ବନ୍ଦ କରୁଥିଲା
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : କାଳ ବା ସମୟର ସବୁଠାରୁ ଛୋଟ ମାପ
ಉದಾಹರಣೆ :
ଏକ କ୍ଷଣ ଏକ ମୁହୂର୍ତ୍ତର ଚାରିଭାଗ ସହ ସମାନ
ಇತರ ಭಾಷೆಗಳಿಗೆ ಅನುವಾದ :
ಅರ್ಥ : ଥରେ ଆଖି ପଲକ ପକେଇବାପାଇଁ ଯେତିକି ସମୟ ଲାଗେ ସେତିକି
ಉದಾಹರಣೆ :
କ୍ଷଣେ ଆରାମ କରି ଆଗକୁ ବଢ଼ିବା
ಸಮಾನಾರ್ಥಕ : କ୍ଷଣେ, ମୁହୂର୍ତ୍ତମାତ୍ର
ಇತರ ಭಾಷೆಗಳಿಗೆ ಅನುವಾದ :
A very short time (as the time it takes the eye to blink or the heart to beat).
If I had the chance I'd do it in a flash.