ಅರ್ಥ : ଯୁଦ୍ଧ, ଖେଳ, ପ୍ରତିଯୋଗିତା ଆଦିରେ ପ୍ରତିପକ୍ଷ ଦ୍ୱାରା ପରାସ୍ତ ହେବା
ಉದಾಹರಣೆ :
ମହାଭାରତ ଯୁଦ୍ଧରେ କୌରବମାନେ ହାରିଲେ
ಸಮಾನಾರ್ಥಕ : ପରାଜୟବରଣ କରିବା, ପରାସ୍ତ ହେବା, ହାରିବା
ಇತರ ಭಾಷೆಗಳಿಗೆ ಅನುವಾದ :
युद्ध, खेल, प्रतियोगिता आदि में प्रतिपक्षी के सामने विफल होना।
महाभारत के युद्ध में कौरव हारे।