ಸದಸ್ಯನಾಗು
ಪುಟ ವಿಳಾಸವನ್ನು ಕ್ಲಿಪ್ ಬೋರ್ಡ್ ಗೆ ನಕಲಿಸಿ.
ಅರ್ಥ : ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଗୋଟିଏ ଗ୍ରହର ଅନ୍ୟ ଗ୍ରହ ଉପରେ ପରାକ୍ରମୀ ହେବାର ପ୍ରକ୍ରିୟା
ಉದಾಹರಣೆ : ଜ୍ୟୋତିଷ ପରାକ୍ରମୀ ଗ୍ରହ ବିଷୟରେ ଜଣାଉଛନ୍ତି
ಇತರ ಭಾಷೆಗಳಿಗೆ ಅನುವಾದ :हिन्दी
ज्योतिष में, एक ग्रह का दूसरे ग्रह से प्रबल होने की क्रिया।
ಅರ್ಥ : ଯାହାଙ୍କଠାରେ ବିକ୍ରମ ବା ବୀରତ୍ୱ ଅଛି
ಉದಾಹರಣೆ : ସୋହନ ଜଣେ ପରାକ୍ରମୀ ବ୍ୟକ୍ତି
ಸಮಾನಾರ್ಥಕ : ବିକ୍ରମୀ
जिसमें विक्रम या वीरता हो।
ಅರ್ಥ : ଯେ ବୀରପୂର୍ବକ କୌଣସି କାମ କରେ
ಉದಾಹರಣೆ : ବୀର ବ୍ୟକ୍ତି କୌଣସି କାମରେ ପଛଘୁଞ୍ଚା ଦିଏନାହିଁ
ಸಮಾನಾರ್ಥಕ : ବଳବାନ, ବାହାଦୂର, ବୀର, ଶୂର, ଶୂରବୀର
जो वीरतापूर्वक कोई काम करे।
ಸ್ಥಾಪನೆ