ಪುಟದ ವಿಳಾಸವನ್ನು ನಕಲಿಸಿ ಟ್ವಿಟರ್ ನಲ್ಲಿ ಹಂಚಿಕೊಳ್ಳಿ ವಾಟ್ಸಪ್ ನಲ್ಲಿ ಹಂಚಿಕೊಳ್ಳಿ ಫೇಸ್ಬುಕ್ ನಲ್ಲಿ ಹಂಚಿಕೊಳ್ಳಿ
ಗೂಗಲ್ ಪ್ಲೇನಲ್ಲಿ ಪಡೆಯಿರಿ
ಸಮಾನಾರ್ಥಕ ಮತ್ತು ವಿರೋಧಾಭಾಸಗಳೊಂದಿಗೆ ଓଡ଼ିଆ ನಿಘಂಟಿನಿಂದ ପରାକ୍ରମ ಪದದ ಅರ್ಥ ಮತ್ತು ಉದಾಹರಣೆಗಳು.

ପରାକ୍ରମ   ବିଶେଷ୍ୟ

ಅರ್ಥ : ବୀରହେବାର ଅବସ୍ଥା କିମ୍ବା ଭାବ

ಉದಾಹರಣೆ : ରାଣୀ ଲକ୍ଷ୍ମୀବାଈଙ୍କର ବୀରତ୍ୱ ପୃଥିବୀ ପ୍ରସିଦ୍ଧ

ಸಮಾನಾರ್ಥಕ : ପୌରୁଷ, ବାହାଦୁରୀ, ବିକ୍ରମ, ବୀରତା, ବୀରତ୍ୱ


ಇತರ ಭಾಷೆಗಳಿಗೆ ಅನುವಾದ :

ಅರ್ಥ : ବାହୁ ବା ଶରୀରର ବଳ ଯାହାଦ୍ୱାରା ମଣିଷ କୈଣସି ବଡ଼ କାମ କରିପାରେ

ಉದಾಹರಣೆ : ଭରତର ବାହୁବଳ ବିଷୟରେ କେହି ଅନୁମାନ କରି ନ ଥିଲେ

ಸಮಾನಾರ್ಥಕ : ବାହୁବଳ, ଭୁଜବଳ, ଶକ୍ତି


ಇತರ ಭಾಷೆಗಳಿಗೆ ಅನುವಾದ :

बाहुओं या शरीर का वह बल जिससे मनुष्य कोई बड़ा काम करता है।

भरत के बाहुबल का अंदाजा किसी को नहीं था।
पराक्रम, बाहुबल, भुजबल, शारीरिक शक्ति

Physical strength.

might, mightiness, power

ಅರ್ಥ : କୌଣସି ବ୍ୟକ୍ତିର ମହତ୍ତ୍ୱପୂର୍ଣ୍ଣ କୀର୍ତ୍ତିର ବିବରଣୀ

ಉದಾಹರಣೆ : ପିଲାଦିନେ ଆମେ ସିନ୍ଦବାଦର ପରାକ୍ରମ ପଢ଼ିଥିଲୁ


ಇತರ ಭಾಷೆಗಳಿಗೆ ಅನುವಾದ :

किसी की महत्वपूर्ण उपलब्धियों का विवरण।

बचपन में हम सिंदबाद के कारनामे पढ़ा करते थे।
कारनामा