ಅರ್ಥ : ଯୋଗ୍ୟତା, ବିଶେଷତା, ସାମର୍ଥ୍ୟ ଗୁଣଆଦି ଜାଣିବା ନିମନ୍ତେ ଭଲ ଭାବେ ଦେଖିବା ବା ପରଖିବା କ୍ରିୟା ବା ଭାବ
ಉದಾಹರಣೆ :
ସମର୍ଥ ଗୁରୁ ରାମଦାସ ଶିଷ୍ୟର ପରୀକ୍ଷା ନେବା ନିମନ୍ତେ ତାଙ୍କୁ ବାଘୁଣୀର ଦୁଧ ମାଗିଲେସେ ସବୁ ପରୀକ୍ଷାରେ ସଫଳତା ସହକାରେ ଉତ୍ତୀର୍ଣ୍ଣ ହେଲା
ಇತರ ಭಾಷೆಗಳಿಗೆ ಅನುವಾದ :
The act of giving students or candidates a test (as by questions) to determine what they know or have learned.
examination, testingಅರ್ಥ : ହଜିଯାଇଥିବା ବା ଲୁଚି ରହିଥିବା ବସ୍ତୁକୁ ପାଇବାପାଇଁ କାହାରି ଶରୀର ବା ଘର ଆଦି ପରୀକ୍ଷା କରିବା
ಉದಾಹರಣೆ :
ଉଡ଼ାଜାହାଜରେ ଚଢ଼ିବାପୂର୍ବରୁ ଲୋକମାନଙ୍କୁ ଯାଞ୍ଚ କରାଯାଏ
ಸಮಾನಾರ್ಥಕ : ଅନୁସନ୍ଧାନ, ତନଖି, ତଲାସ, ଯାଞ୍ଚ
ಇತರ ಭಾಷೆಗಳಿಗೆ ಅನುವಾದ :
खोई या छिपाई हुई वस्तु को पाने के लिए किसी के शरीर या घर आदि की जाँच-पड़ताल।
हवाई यात्रा करने से पूर्व लोगों की तलाशी ली जाती है।ಅರ್ಥ : ଜ୍ଞାନ, ଅନୁଭବ, ଶିକ୍ଷାଆଦିର ଦୃଷ୍ଟିରେ ସେହି ବିଶେଷତା ବା ଗୁଣ ଯାହାକୁ ଆଧାର କରି କୌଣସି କାର୍ଯ୍ୟ ବା ପଦ ନିମନ୍ତେ ଜଣଙ୍କୁ ଉପଯୁକ୍ତରୂପେ ବିଚାରକରାଯାଏ
ಉದಾಹರಣೆ :
ପରୀକ୍ଷାଦ୍ୱାରା ବିଦ୍ୟାର୍ଥୀମାନଙ୍କର ଯୋଗ୍ୟତାକୁ ପରଖାଯାଏ
ಸಮಾನಾರ್ಥಕ : ଉପଯୁକ୍ତତା, କ୍ଷମତା, ଯୋଗ୍ୟତା, ସାମର୍ଥ୍ୟ
ಇತರ ಭಾಷೆಗಳಿಗೆ ಅನುವಾದ :
ज्ञान, अनुभव, शिक्षा आदि की दृष्टि से वह विशेषता या गुण जिसके आधार पर कोई किसी कार्य या पद के लिए उपयुक्त समझा जाता है।
प्रतियोगी परीक्षाओं के द्वारा विद्यार्थियों की योग्यता परखी जाती है।An attribute that must be met or complied with and that fits a person for something.
Her qualifications for the job are excellent.